ମେଘ
ଦେଖଣା

ନଦୀ, ସମୁଦ୍ର, ଗାଡିଆ ପୋଖରୀ ଇତ୍ୟାଦିରୁ ଜଳ ସୂର୍ଯ୍ୟକିରଣଦ୍ୱାରା ବାଷ୍ପିଭୂତ ହୋଇ ବାୟୁମଣ୍ଡଳରେ ମିଶିଯାଏ ଓ ଘନୀଭୂତ ହୋଇ ପାଣିଟୋପା ଆକାର ଭୂପୃଷ୍ଠରେ ପତିତ ହୁଏ । ଏହାକୁ ମେଘ ବା ବର୍ଷା କୁହାଯାଏ ।
ପ୍ରକାର
[ସମ୍ପାଦନା]ଆବର୍ତ୍ତକ
[ସମ୍ପାଦନା]
ଆବର୍ତ୍ତକ ମେଘ କଳାହାଣ୍ଡିଆ ରୂପ ଧାରଣ କରି ମଝିରେ ମଝିରେ ବ୍ୟାପକ ବୃଷ୍ଟିକରାଏ ।
ସମ୍ବର୍ତ୍ତକ
[ସମ୍ପାଦନା]ସମ୍ବର୍ତ୍ତକ ମେଘ ପ୍ରଳୟ ସୃଷ୍ଟିକାରୀ ଅତିବୃଷ୍ଟି କରାଇଥାଏ ଓ ବନ୍ୟା ବିତ୍ପାତ ଆଣିଥାଏ ।
ଦ୍ରୋଣ
[ସମ୍ପାଦନା]ଦ୍ରୋଣ ବୁଢାମେଘ ନାମରେ ପରିଚିତ । ତେଣୁ ସ୍ୱାଭାବିକ ଦୁର୍ବଳ ।
ପୁଷ୍କର
[ସମ୍ପାଦନା]ପୁଷ୍କର ମେଘ ଅତ୍ୟନ୍ତ ଚାଷ ଉପଯୋଗୀ । ସେଥିପାଇଁ କୁହାଯାଏ 'ପୁଷ୍କର- ଗାଡିଆ ପୋଖରୀ ଚାଷକର' ।