ଫୋସିନୋପ୍ରିଲ
Clinical data | |
---|---|
Trade names | Monopril |
Synonyms | Fosinopril sodium |
AHFS/Drugs.com | monograph |
MedlinePlus | a692020 |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | ~36% |
Protein binding | 87% (fosinoprilat) |
Metabolism | Liver, GIT mucosa (to fosinoprilat) |
Elimination half-life | 12 hours (fosinoprilat) |
Excretion | Kidney |
Identifiers | |
| |
Chemical and physical data | |
Formula | C30H46NO7P |
Molar mass | ୫୬୩.୬୭ g·mol−1 |
3D model (JSmol) | |
| |
| |
(verify) |
ଫୋସିନୋପ୍ରିଲ (ଇଂରାଜୀ ଭାଷାରେ Fosinopril), ଅନ୍ୟମାନଙ୍କ ମଧ୍ୟରେ ମୋନୋପ୍ରିଲ୍ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍ପାତ ଏବଂ ମଧୁମେହ ସମ୍ବନ୍ଧୀୟ ବୃକ୍କ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଉଚ୍ଚ ରକ୍ତଚାପ ପାଇଁ ଅନେକ ପ୍ରଥମ ଧାଡ଼ି ଔଷଧମାନଙ୍କ ମଧ୍ୟରୁ ଏହା ଗୋଟିଏ ।[୨] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ଅଇ, ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଯକୃତ ସମସ୍ୟା, ଆଲର୍ଜି ପ୍ରତିକ୍ରିୟା, ଉଚ୍ଚ ରକ୍ତ ପୋଟାସିୟମ୍ ଏବଂ ବୃକ୍କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୨] ଏହା ଏକ ଆଞ୍ଜିଓଟେନସିନ୍-ରୂପାନ୍ତରକାରୀ-ଏନଜାଇମ ଅବରୋଧକ (ACE) ।[୨]
୧୯୮୦ ମସିହାରେ ଫୋସିନୋପ୍ରିଲ ପେଟେଣ୍ଟ ହୋଇଥିଲା ଏବଂ ୧୯୯୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଜ୍ୟରେ ଦୈନିକ ୨୦ ମିଗ୍ରା ହିସାବରେ ୪ ସପ୍ତାହ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦ ଡଲାର ଅଟେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ BNF 81: March-September 2021. BMJ Group and the Pharmaceutical Press. 2021. p. 183. ISBN 978-0857114105.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Fosinopril Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 13 December 2021.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 468. ISBN 9783527607495. Archived from the original on 2020-10-18. Retrieved 2021-10-15.
- ↑ "Fosinopril Prices, Coupons & Savings Tips - GoodRx". GoodRx. Retrieved 13 December 2021.