ଋଷ ବାୟୁ ସେନା
ଋଷ ବାୟୁ ସେନା Russian Air Force Военно-воздушные силы России Voyenno-vozdushnye sily Rossii | |
---|---|
Founded | 7 ମଇ 1992 |
Country | ଋଷିଆ |
Branch | ଋଷ ଏୟାର ସ୍ପେସ ବଲ |
Type | ବାୟୁ ସେନା |
Size | 148,000 କର୍ମୀ (2017)[୧] |
ମୁଖ୍ୟାଳୟ | ମସ୍କୋ, ଋଷ ସଙ୍ଘ |
March | "ଏୟାର ମାର୍ଚ୍ଚ" ([Авиамарш] Error: {{Lang-xx}}: text has italic markup (help))[୨][୩][୪] |
Anniversaries | 12 ଅଗଷ୍ଟ |
Engagements | ପ୍ରଥମ ଚେଚନ ଯୁଦ୍ଧ ଡାଗେଷ୍ଟନର ଯୁଦ୍ଧ ଦ୍ୱିତୀୟ ଚେଚନ ଯୁଦ୍ଧ ଋଷ ଜର୍ଜିଆଇ ଯୁଦ୍ଧ ସିରିଆଇ ନାଗରିକ ଯୁଦ୍ଧ[୫] |
Commanders | |
Current commander | କର୍ଣ୍ଣଲ ଜେନେରାଲ |
Insignia | |
ପତକା | |
ପଦକ | |
ପଦକ (1991–2010) |
ଋଷ ବାୟୁ ସେନା (Russian Air Force) ଋଷ ଏୟାରସ୍ପେସ ବଲର ଏକ ଶାଖା ଅଟେ, ଯେପରି 1 ଅଗଷ୍ଟ 2015 ମସିହାରେ ଋଷ ବାୟୁ ସେନା ଏବଂ ଋଷ ଏୟାର ସ୍ପେସ ରକ୍ଷା ବଳ ସହିତ ବିଲୟ କରିଦିଆ ଯାଇଥିଲା ।[୬] ଆଧୁନିକ ଋଷ ବାୟୁ ସେନା ମୂଳତଃ 7 ମଇ 1992 ମସିହାରେ ବୋରିସ ଏଲ୍ତସିନଙ୍କଦ୍ୱାରା ରକ୍ଷା ମନ୍ତ୍ରାଳୟର ନିର୍ମାଣ ପରେ ସ୍ଥାପିତ ହୋଇଥିଲା । ହୁଏତ, ଋଷ ସଙ୍ଘର ବାୟୁ ସେନାଙ୍କୁ ଇମ୍ପିରିୟଲ ଋଷ ବାୟୁ ସେବା (1912-1917) ଏବଂ ସୋବୀୟତ ବାୟୁ ସେନା (1918-1991) ରୂପେ ମଧ୍ୟ ଦେଖା ଯାଇପାରେ ।
ଋଷ ନୌସେନାଙ୍କ ପାଖେ ନିଜର ସ୍ୱତନ୍ତ୍ର ବାୟୁସେନା "ଋଷ ନୌସେନା ବିମାନ" ରହିଛି, ଯାହା ପୂର୍ବ ସୋବୀୟତ ଅବୀୟତିୟା ମୋଏଜେନା-ମାର୍ସକୋଗୋ ଫ୍ଲୋଟା ଅଟେ ।
ସରଞ୍ଚନା
[ସମ୍ପାଦନା]2009 ମସିହାରେ , ଋଷ ବାୟୁସେନାର ସରଞ୍ଚନା ପୂର୍ଣ୍ଣ ରୂପେ ଏୟାର ଆର୍ମୀ-ଏୟାର ବିଭାଜନ କିମ୍ବା କୋର-ଏୟାର ରେଜିମେଣ୍ଟର ପୂର୍ବ ସରଞ୍ଚନାରୁ କମାଣ୍ଡ-ଏୟାର ବେସ ସରଞ୍ଚନାରେ ବଦଳାଇ ଦିଆଯାଇଥିଲା । ଋଷ ବାୟୁ ସେନା ଏବେ 4 ସଞ୍ଚାଳନର କମାନରେ ବିଭାଜିତ ହୋଇଥାଏ, ଏୟାରସ୍ପେସ ଡିଫେନ୍ସ ଅପରେସନାଲ ଷ୍ଟାଟାର୍ଜୀକ କମାନ, ସୈନ୍ୟ ପରିବହନ ବିମାନନ କମାନ ଓ ଲାଙ୍ଗ ରେଞ୍ଜ ଏବିଏସନ କମାନ ।
30 ସେପ୍ଟେମ୍ବର 2015 ମସିହାରେ ଋଷ ବାୟୁସେନା ସିରିୟାର ଗୃହଯୁଦ୍ଧରେ ଏକ ଋଷ ଇରାନ ସୈନ୍ୟର ହସ୍ତକ୍ଷେପ ସିରିୟାର ହୋମ୍ସ କ୍ଷେତ୍ରରେ ହସ୍ତକ୍ଷେପ କରିବା ଆରମ୍ଭ କରିଥିଲେ, ।[୭] 24 ନଭେମ୍ବର 2015 ମସିହାରେ ଏହି ହସ୍ତକ୍ଷେପ ଅନୁସାରେ ତୁର୍କୀ ବାୟୁସେନା, 2015 ଋଷ ସୁଖୋଇ ସୁ-24 ଶୁଟ ହାଉସକୁ ଗୁଳି ମରିଦେଇଥିଲେ ।[୮][୯]
ଉପକରଣ
[ସମ୍ପାଦନା]ଋଷ ବାୟୁ ସେନାଙ୍କ ଉପକରଣର ସଠିକ ମାତ୍ରାତ୍ମକ ଏବଂ ଗୁଣାତ୍ମକ ସରଞ୍ଚନା ଅଜ୍ଞାତ ଅଟେ ଏବଂ ଏଥିରେ ଦୁଇ ଉପଯୋଗୀ ଓ ଅପରିବର୍ତନିୟ ବିମାନ ସାମିଲ ରହିଥାଏ , ତା'ସହିତ ଭଣ୍ଡାରଣ କିମ୍ବା ରିଜର୍ବ ରଖାଯାଇଥିବା ଉପକରଣ ବାବଦରେ ମଧ୍ୟ ଅଧିକ ଜଣାନଥାଏ । ଫ୍ଲାଇଟ ଗ୍ଲୋବାଲ ଅନୁମାନ ଲାଗେଇଥିଲେ କି 2015 ମସିହାର ସୂଚୀରେ ପାଖାପାଖି 3,547 ବିମାନ ଥିଲା ।[୧୦] ଋଷ ରକ୍ଷା ମନ୍ତ୍ରାଳୟ ଅନୁସାରେ, 2014 ମସିହାରେ ବାୟୁ ସେନାରେ ଆଧୁନିକ ହତିଆରର ଅଂଶ ପାଖାପାଖି 35% ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ।[୧୧][୧୨] ଏହା 2016 ମସିହାର ଶେଷ ଆଡ଼କୁ 66% ପର୍ଯ୍ୟନ୍ତ ବଢିଯାଇଥିଲା ,[୧୩] ଏବଂ 201ଉ ମସିହାର ଶେଷରେ 72% ପର୍ଯ୍ୟନ୍ତ ପହଞ୍ଚି ଥିଲା । [୧୪]
ସାମରିକ ଅଧ୍ୟୟନ ପାଇଁ ଅନ୍ତରାଷ୍ଟ୍ରୀୟ ସଂସ୍ଥାନଦ୍ୱାରା ପ୍ରଦାନ କରାଯାଇଥିବା ଅନୁମାନରୁ ଏହା ଜଣାଯାଏ କି, ଋଷ ବାୟୁସେନାର ପାଇଲଟ ପ୍ରତି ବର୍ଷ ପାଖାପାଖି 60ରୁ 100 ଘଣ୍ଟା ଏବଂ ପରିବହନ ବିମାନରେ ପାଇଲଟ ପ୍ରତିବର୍ଷ 120 ଘଣ୍ଟା ଉଡାଣରେ ବିତେଇଥାନ୍ତି ।[୧୫]
ପ୍ରତିକ ଚିହ୍ନ
[ସମ୍ପାଦନା]ସ୍ୱତନ୍ତ୍ର ଋଷ ବାୟୁ ସେନାଙ୍କୁ ସୋବୀୟତ ସଙ୍ଘର ରାଙ୍କ, ଦୟାଧୀକାରରେ ମିଳିଥିଲା । ସେମାନଙ୍କର ପ୍ରତିକ ଚିହ୍ନ ଏବଂ ୟୁନିଫର୍ମକୁ ଅଳ୍ପ ବଦଳାଇ ଦିଆଯାଇଥିଲା । ଋଷ ବାୟୁ ସେନା ମନେ, ଋଷ ଗ୍ରାଉଣ୍ଡ ବଲ ସମାନ ରାଙ୍କ ସରଞ୍ଚନାର ଉପଯୋଗ କରିଥାନ୍ତି ।
ଆଧାର
[ସମ୍ପାଦନା]- ↑ https://info.publicintelligence.net/DIA-RussiaMilitaryPower2017.pdf
- ↑ Norwegian Baron (25 July 2016). "Russian Federation (1991-****) Military March "Авиамарш"" – via YouTube.
- ↑ Sizuoka1987 (29 May 2016). "【ロシア軍歌】 航空行進曲 Авиамарш 【歌詞付き】" – via YouTube.
{{cite web}}
: CS1 maint: numeric names: authors list (link) - ↑ La Banda Militare: Italian and International Military Music (22 September 2013). "Авиамарш (Марш Авиаторов) 2" – via YouTube.
- ↑ "US Confirms Russian Airstrikes in Syria", September 2015.
- ↑ Russia creates new Aerospace Force service branch, janes.com, 4 August 2015
- ↑ Gordon, Helene Cooper, Michael R.; Macfarquhar, Neil (30 September 2015). "Russians Strike Targets in Syria, but Not ISIS Areas" – via NYTimes.com.
{{cite web}}
: CS1 maint: multiple names: authors list (link) - ↑ Lydia Tomkiw (24 November 2015). "What Is A Fencer Su-24? What To Know About The Russian Plane Shot Down By Turkey". International Business Times. Retrieved 24 November 2015.
- ↑ Press release (24 ନଭେମ୍ବର 2015). "Hava sahası İletim" [Transmission of Airspace]. Turkish Armed Forces Chief of Staff (in Turkish). Archived from the original on 24 ନଭେମ୍ବର 2015. Retrieved 24 ନଭେମ୍ବର 2015.
{{cite web}}
: CS1 maint: unrecognized language (link) - ↑ "Major powers: Our Top 10 of military aviation strength". 4 December 2015.
- ↑ "ТАСС: Армия и ОПК – Шойгу: оснащенность Российской армии современным оружием и техникой за год выросла на 7%". ТАСС. Retrieved 3 July 2015.
- ↑ "Восемь МБР приняты на вооружение в интересах РВСН во втором квартале". РИА Новости. Retrieved 7 March 2016.
- ↑ "ЦАМТО / Новости / Выступление министра обороны РФ генерала армии Сергея Шойгу на расширенном заседании Коллегии Минобороны". www.armstrade.org.
- ↑ http://eng.mil.ru/en/news_page/country/more.htm?id=12149743@egNews
- ↑ International Institute for Strategic Studies: The Military Balance 2014, p.186